Kalinga Samaja, IIT Kharagpur

Kalinga Samaja, IIT Kharagpur is a Oriya group. Having alot of group type in Facebook: close, open and secret and it is a CLOSED group. There are 531 participants in that group. So people rank it like a Small group. You can find this group by searching 140311316055456 on Google, Bing or Yahoo. We last updated on 2015-02-20 08:36:05.

ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୂତ୍କଳଃ ସ୍ମୃତଃ ।
ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଳେ । । - କପିଳ ସଂହିତା
[ରାଷ୍ଟ୍ରମାନଙ୍କରେ ଭାରତ ଶ୍ରେଷ୍ଠ, ରାଜ୍ୟମାନଙ୍କରେ ଉତ୍କଳ ।
ଉତ୍କଳ ସମାନ ରାଜ୍ୟ ପୃଥିବୀରେ ନାହିଁ । - କପିଳ ସଂହିତା]
*************************************
କଳିଙ୍ଗ ସମାଜ, ଭାରତୀୟ ପ୍ରଦ୍ୟୋଗିକୀ ଅନୁଷ୍ଠାନ, ଖଡ଼ଗପୁର ସମସ୍ତ ସଦସ୍ୟ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଉଛି । ଆଶା କରୁ ଓଡିଶାର ଭାଷା, ଭୂମିର ସୁଗନ୍ଧ ସହ, ମାତୃଭାଷା ଓ ମାତୃଭୂମିର ସମ୍ମାନ ରକ୍ଷା କରିବା ପାଇଁ ଏହି ଛୋଟ ଚେଷ୍ଟାକୁ ଆପଣ ମାନେ ସସ୍ନେହ ଗ୍ରହଣ କଲେ ଉତ୍ସାହିତ ହେବୁ ।