Odisha Today.com

Odisha Today.com is a N/A group. Having alot of group type in Facebook: close, open and secret and it is a CLOSED group. Odisha Today.com has 28,319 members. So it is a Gigantic group. You can find this group by searching 241314949391882 on Google, Bing or Yahoo. 2015-03-29 08:49:34 is the closest date we have information about it.

ଆମ ଓଡ଼ିଶାର ଗୌରବ ଆମର ସାମାଜିକ ଚାଲିଚଳନ , କଳାକୃତି , ସାହିତ୍ୟ , ସମ୍ମାନ , ପରମ୍ପରା . ଆମେ ଓଡ଼ିଆ .ଆଜି ହିଁ ଶପଥ ନିଅନ୍ତୁ ଓଡ଼ିଶାବାସୀ ଆମେ ଆମ ଓଡ଼ିଶାକୁ ବିଶ୍ବ ଦରବାରରେ ପ୍ରତିପାଦିତ କରିବା ଓ ଶ୍ରେଷ୍ଠ ରାଜ୍ୟ ରେ ପରିଣତ କରିବା .ଜୟ ଜଗନ୍ନାଥ , ଜୟ ଓଡିଶା .ଓଡିଆ ରେ କୁହନ୍ତୁ ,ଓଡ଼ିଆ ରେ ପଢନ୍ତୁ ଓ ଓଡ଼ିଆ ରେ ଲେଖନ୍ତୁ .ଆପଣ ଯଦି ଜଣେ ଓଡିଆ ବୋଲି ଗର୍ବ ଅନୁଭବ କରୁଛନ୍ତି ଓଡିଶା ଟୁଡେ.କମ୍ ରେ ସାମିଲ ହୁଅନ୍ତୁ .